ଦଶହରା କ୍ରୀଡା ପ୍ରତିଯୋଗୀତା , ପରା (ଦେବଗଡ) – ୨୦୨୧
ଉତ୍କଳମଣି ଯୁବକ ସଂଘ , ପରା
ତାରିଖ ୧୬ ଅକ୍ଟୋବର ୨୦୨୧ (ଶନି ବାର)
କ୍ରୀଡା ସୂଚୀ
1. ୧୫ ବର୍ଷରୁ କମ ବାଳକ ମାନଙ୍କର ୧୦୦ ମିଟର ଦୌଡ I
2. ୧୫ ବର୍ଷରୁ କମ ବାଳିକା ମାନଙ୍କର ୧୦୦ ମିଟର ଦୌଡ I
3. ୧୫ ବର୍ଷରୁ ଅଧିକ ବାଳକ ମାନଙ୍କର ୧୦୦ ମିଟର ଦୌଡ I
4. ୧୫ ବର୍ଷରୁ ଅଧିକ ବାଳିକା ମାନଙ୍କର ୧୦୦ ମିଟର ଦୌଡ I
5. ୫୦ ବର୍ଷରୁ ଉର୍ଦ୍ଧ ବୃଦ୍ଧ ମାନଙ୍କର ୧୦୦ ମିଟର ଦୌଡ I
6. ମହିଳା ମାନଙ୍କର ୧୦୦ ମିଟର ଦୌଡ I
7. ମହିଳା ମାନଙ୍କର ମ୍ୟୁଜିକ ଚେୟାର I
8. ପୁରୁଷ ମାନଙ୍କର ମ୍ୟୁଜିକ ଚେୟାର I
9. ବାଳିକା ମାନଙ୍କର ବାଟି ଚାମଚ I
10. ବାଳିକା ମାନଙ୍କର ଛୁଞ୍ଚି ସୂତା ଦୌଡ I
11. ବାଳିକା ମାନଙ୍କର ପୁଚି ଖେଳ I
12. ମହିଳା ମାନଙ୍କର ବଲ ଫିଙ୍ଗା I
13. ୧ମ ରୁ ୫ମ ପର୍ଯ୍ୟନ୍ତ ସାଧାରଣ ଜ୍ଞାନ ପରୀକ୍ଷା I
14. ୧ମ ରୁ ୭ମ ପର୍ଯ୍ୟନ୍ତ ଅଙ୍କକଷା I
15. ୬ଷ୍ଠ ରୁ ୧୦ମ ପର୍ଯ୍ୟନ୍ତ ସାଧାରଣ ଜ୍ଞାନ ପରୀକ୍ଷା I
16. ୧ମ ରୁ ୭ମ ପର୍ଯ୍ୟନ୍ତ ସୂତ୍ର ଲିଖନ I
17. ସାଧାରଣ ଜ୍ଞାନ ପ୍ରଶ୍ନ ମଞ୍ଚ I(ସମସ୍ତେ ଭାଗ ନେଇ ପାରିବେ)
18. ସାଇକେଲ ସ୍ଲୋ ୧୦୦ ମିଟର I
19. ହାଣ୍ଡି ପିଟା I(ଅନ୍ଧ ପୋଟଳୀ)
—:: Last but not least ::—
[ ଏହା Odia.TVର ଉପହାର ଅଟେ I ଏଥିପାଇଁ ଯଦି କୌଣସି ଜଟିଳ ସମସ୍ୟା ଦେଖାଦିଏ , ଓଡ଼ିଆ.ଟିଭି କର୍ତ୍ତୃପକ୍ଷ ତଥା କାର୍ଯ୍ୟକର୍ତ୍ତା ମାନେ ଦାୟୀ ରହିବେ ନାହିଁ I ଏହା କୌଣସି ମାଲିମକଦ୍ଧମା ରେ ବ୍ୟବହାର ହୋଇପାରିବ ନାହିଁ I ]
ଯଦି କିଛି ଭୂଲ ଥାଏ hello@mraaz.com ରେ ଯୋଗାଯୋଗ କଲେ ଅମ୍ବେ ଯଥା ସମ୍ଭବ ଠିକ କରିବୁ I
II ଇତି II
ଆପଣଙ୍କ ସେବାରେ Odia.TV
ଧନ୍ୟବାଦ
ଆମ୍ଭେ ଆପଣଙ୍କ ସୁମତାମତ ଅପେକ୍ଷାରେ….. ତଳେ ଥିବା Comment Box ରେ ନିଜର ମତାମତ ଦିଅନ୍ତୁ I
Leave a Reply